ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮,୩୦୦.୭୯ କୋଟି ଟଙ୍କାର ଉପକୂଳ ମହାମାର୍ଗ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮,୩୦୦.୭୯ କୋଟି ଟଙ୍କାର ଉପକୂଳ ମହାମାର୍ଗ (Coastal Highway) ପ୍ରକଳ୍ପକୁ…








