UCC ରୁ ଜନଜାତି ବାଦ୍

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ୟୁନିଫର୍ମ ସିଭିଲ କୋଡ୍ (UCC) ପରିସରରୁ ସମସ୍ତ ଆଦିବାସୀ ଓ ଜନଜାତି ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି