କଟକ : ସାଇକେଲରେ ହାଇକୋର୍ଟ ଗଲେ ତିନି ବିଚାରପତି । ବିଚାରପତି ସାବିତ୍ରୀ ରଥ, ବିଚାରପତି ଭି ନରସିଂହ ଓ ବିଚାରପତି ଏସ୍.ଏସ୍. ମିଶ୍ର ସାଇକେଲରେ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ହାସ କରିବା ସହ ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ସେଇ ଆଧାରରେ ଓଡ଼ିଶା ହାଇକୋର୍ଟର ତିନି ଜଣ ବିଚାରପତି ଜୁଡିସିଆଲ ଏକାଡେମୀ ନିକଟରୁ ବାହାରି ହାଇକୋର୍ଟକୁ ଯାଇଥିଲେ । ଯଦିଓ ସାଙ୍ଗରେ ପିଏସ୍ଓ ଥିଲେ ହେଲେ ସେଭଳି କୌଣସି ଏସ୍କର୍ଟ କି ଅଧିକ ପୋଲିସ ନଥିଲେ ।
ସାଇକେଲ୍ରେ ହାଇକୋର୍ଟ ଗଲେ ୩ ବିଚାରପତି
